ଦିଲ୍ଲୀ ଏନସିଆରରେ ପୁଣିଥରେ ଭୂକମ୍ପର ଝଟକା

ଦିଲ୍ଲୀ ଏନସିଆରରେ ପୁଣିଥରେ ଭୂକମ୍ପର ଝଟକା

ପୁଣିଥରେ ଦିଲ୍ଲୀ –ଏନସିଆରରେ ଭୂକମ୍ପ । ଏହି ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳ ହୋଇଥିବା ବେଳେ ୫.୬ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହେଇଛି ବୋଲି କୁହାଯାଉଛି । ତେବେ ଗତ ଚାରି ଦିନ ଭିତରେ ଦିଲ୍ଲୀ-ଏନସିଆରରେ ଏହା ଦ୍ୱିତୀୟ ଭୂକମ୍ପ ଝଟକା ଅନୁଭୂତ ହେଇଛି । ଦିଲ୍ଲୀ ବ୍ୟତୀତ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାରେ ମଧ୍ୟ ଭୂକମ୍ପ ଅନୁଭୂତ ହେଇଛି । ଅପରାହ୍ନ ୪ଟା ୧୮ ମିନିଟ୍ ସମୟରେ ଏହି ଭୂକମ୍ପ ଝଟକା ଅନୁଭବ କରିଛନ୍ତି ସାଧାରଣ ଲୋକ ।

author

Related Articles

Leave a Reply

Your email address will not be published. Required fields are marked *