ଦିଲ୍ଲୀ ରେ ପଂହଁଚିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ

ଦିଲ୍ଲୀ ରେ ପଂହଁଚିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ

ଆସନ୍ତା ୯ ତାରିଖରୁ ଦିଲ୍ଲୀ ରେ ଆରମ୍ଭ ହେଉଛି ଜି-୨୦ ସମ୍ମିଳନୀ I ସମ୍ମିଳନୀ ରେ ଯୋଗ ଦେବା ପାଇଁ ବିଭିନ୍ନ ଦେଶ ଏଉ ବିଭିନ୍ନ ମୁଖ୍ୟ ମାନେ ଆସୁଛନ୍ତି I ଆଜି ଦିଲ୍ଲୀ ରେ ପଂହଁଚିଛନ୍ତି ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନ୍ନାଥ I ଦିଲ୍ଲୀ ର ପଂହଁଚିବା ପରେ କେନ୍ଦ୍ରମନ୍ତ୍ରୀ ତାଙ୍କର ସ୍ୱାଗତ କରିଥିଲେ ଏବଂ ତାଙ୍କର ସ୍ୱାଗତ ପାଇଁ ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା I ଏହା ସହିତ ସମ୍ମିଳନୀ ପାଇଁ ଦିଲ୍ଲୀ ସହର କଡା ସୁରକ୍ଷା ବଳୟ ଭିତରେ ରହିଛି I ସୁରକ୍ଷା ପାଇଁ ୧ ଲକ୍ଷ ୩୦ ହଜାର ଯବାନ ମୁତୟନ ହୋଇଛନ୍ତି I

author

Related Articles

Leave a Reply

Your email address will not be published. Required fields are marked *