ଦୁଇ ଦିନ ବର୍ଷିବ

ଦୁଇ ଦିନ ବର୍ଷିବ

ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଦୁଇ ଦିନ ହୋଇଯିବ ରାଜ୍ୟର କେତୋଟି ସ୍ଥାନରେ ବର୍ଷାଲାଗି ରହିଛି । ସକାଳ ୮ଟା ସୁଦ୍ଧା ଉପକୂଳ ଓଡିଶାର କିଛି ଜିଲ୍ଲା ସମେତ ୭ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି ସକାଳ ୮ଟା ଯାଏଁ ଦକ୍ଷିଣ ଉପକୂଳ ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପରେ । ଅନ୍ୟପଟେ ଆସନ୍ତା ୩ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ୧୧ ତାରିଖ ପରେ ଦିନର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବ ।

author

Related Articles

Leave a Reply

Your email address will not be published. Required fields are marked *