ଦୁର୍ଘଟଣା ଗସ୍ତ ଭାରତୀୟ ବାୟୁସେନା ବିମାନ

ଦୁର୍ଘଟଣା ଗସ୍ତ ଭାରତୀୟ ବାୟୁସେନା ବିମାନ

ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣା ଗସ୍ତ । ତେଲେଙ୍ଗାନାଠାରେ ଏହି ଦୁର୍ଘଟଣା ଘଟିଛି । ବାୟୁସେନାର ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୨ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି ।  ଦୁର୍ଘଟଣା ଗସ୍ତ ବିମାନଟି ହୁତୁ ହୁତୁ ହୋଇ ଜଳିଯାଇଥିଲା । ବିମାନଟି ଜଳୁଥିବାରୁ ଭିଡିଓ ସାମ୍ନାକୁ ଆସିଛି । ଭାରତୀୟ ବାୟୁସେନାର ସୂଚନା ଅନୁସାରେ, ବିମାନରେ ଦୁଇ ଜଣ ପାଇଲଟ୍ ଉପସ୍ଥିତ ଥିଲେ । ଏଥିରେ ଥିବା ଜଣେ ଟ୍ରେନର ଟ୍ରେନିଂ ଦେଉଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଦୁର୍ଘଟଣା ହେବା ପରେ ବିମାନଟି ଜଳି ଯାଇଥିଲା ।  

author

Related Articles

Leave a Reply

Your email address will not be published. Required fields are marked *