ଦେଶରେ କଲବଲ କରାଉଛି କରୋନା

ଦେଶରେ କଲବଲ କରାଉଛି କରୋନା

ଦେଶରେ କରୋନା କଲବଲ କରାଇଲାଣି । ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଛି । ଗତ 24ଘଣ୍ଟାରେ ଦେଶରେ 602 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବଂ କରୋନାରେ ଲୋକଙ୍କ ମୃତ୍ୟୁକୁ ଦେଖି ଲୋକମାନଙ୍କ ଭିତରେ ଅଧିକା ଭୟ ବଢୁଛି । ଏହି ଭିତରେ 5ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୪ଶହ ୪୦ରେ ପହଞ୍ଚିଛି ।

author

Related Articles

Leave a Reply

Your email address will not be published. Required fields are marked *