ଦେଶରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ

ଦେଶରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ

୨୦୨୪ ଲୋକସଭା ନିର୍ବାଚନର ଆଜି ହେଉଛି ପଞ୍ଚମ ପର୍ଯ୍ୟାୟ ଭୋଟିଂ । ଏବଂ ଓଡିଶାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଆଜି ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ଆଜି ମତଦାନ ଆରମ୍ଭ ହୋଇଛି। ପଞ୍ଚମ ପର‌୍ୟ୍ୟାୟ ନିର୍ବାଚନରେ ରାଜନାଥ ସିଂହ, ସ୍ମୃତି ଇରାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଲକ୍ଷ୍ନୌ ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ପାଇଁ ମଧ୍ୟ ମତଦାନ ଚାଲିଛି।

author

Related Articles

Leave a Reply

Your email address will not be published. Required fields are marked *