ଦେହରେ ସେଲୋଟେପ ଲଗାଇ ଗଞ୍ଜେଇ ଚାଲାଣ

ରାଜ୍ୟରେ ବଢୁଛି ଗଞ୍ଜେଇ ବେପାର । ଅଭିନବ ଉପାୟରେ ହେଉଥିଲା ଗଞ୍ଜେଇ ଚୋରା ଚାଲାଣ । ପୋଷାକ ଭିତରେ ଦେହରେ ସେଲୋଟେପ୍ ଲଗାଇ ଗଞ୍ଜେଇ ଚାଲାଣ କରାଯାଉଥିଲା । କୋରାପୁଟ ନନ୍ଦପୁରରୁ ଚାଲାଣ ବେଳେ ଚଢାଉ କରି ୨୮ କେଜିର ଗଞ୍ଜେଇ ଜବତ କରିଛି ପୋଲିସ୍ । ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଖବର ପାଇ ପୋଲିସ ମାଡି ବସିଥିଲା । ଘଟଣାରେ ପଶ୍ଚିମବଙ୍ଗର ୨୪ ବର୍ଷୀୟ ଯୁବକ ଦୁଲହନ୍ ଖାନଙ୍କୁ ଗିରଫ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *