ଧରାପଡିଲା ଗଞ୍ଜେଇ ଡିଲର

ଧରାପଡିଲା ଗଞ୍ଜେଇ ଡିଲର

ନିଶା ମାଫିଆଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି ଏସଟିଫ୍ । ଚଢାଉ ବେଳେ ଧରାପଡିଲା ଗଞ୍ଜେଇ ଡିଲର କିଙ୍ଗପିନ୍ । ଜବତ ହୋଇଛି ୩୦୩ କିଲୋ ଗଞ୍ଜେଇ । କନ୍ଧମାଳ ଟିକାବାଲିର କିଶୋର ଚନ୍ଦ୍ର ମଲିକଙ୍କୁ ଗିରଫ କଲା ପୋଲିସ । ଏନଡିପିଏସ ଆକ୍ଟରେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେହିପରି ୨୦୨୨ରୁ ଏଯାବତ ୭୪ କେଜି ବ୍ରାଉନସୁଗାର ଏବଂ ୧୨୦ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଥିବା ଏସଟିଏଫ୍ କହିଛି । ସେହିପରି ୨୦୨୦ରୁ ଆଜି ମଧ୍ୟରେ ୧୮୬ ନିଶା ମାଫିଆ ଗିରଫ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *