ଧରାପୁଷ୍ଟରୁ ବିଦାୟ ନେଲେ ଗଜାନନ

ଧରାପୁଷ୍ଟରୁ ବିଦାୟ ନେଲେ ଗଜାନନ

ପାର୍ବଣ ଋତୁରେ ପ୍ରଥମେ ପୂଜା ପାଇଥାନ୍ତି ବିଘ୍ନ ବିନାଶକ ଗଜାନନ । ତେବେ ଚଳିତ ବର୍ଷ ଗତ ତା 7.ରୁ ଗାଁ ଠୁ ସହର ଚାରିଆଡେ ବିଭିନ୍ନ ପୂଜା ମଣ୍ଡପ ରେ ଚାଲିଥିଲା ଗଣେଷ ଙ୍କ ପୂଜାର୍ଚନା । ସଞ୍ଜ ନଇଁଲେ ନିଜ ନିଜ ପରିଜନ ସହିତ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବା ସହ ବିଭିନ୍ନ ସଂସ୍କୃତିକ କାର୍ଯକ୍ରମ ର ବେଶ ମଜା ଉଠାଇଥିଲେ ଭକ୍ତ । ଧର୍ମଗଡ ସହରର ତିନିଛକ ଠାରେ ପୂଜା ପାଉଥିବା ଗଜାନନ 11 ଦିନ ପୂଜା ପାଇବା ପରେ ଧରାପୁଷ୍ଟ ରୁ ବିଦାୟ ନେଇଛନ୍ତି ।ବିଦାୟ ସମୟରେ ଘଣ୍ଟ. ବାଦ୍ୟ. ବାଣ ଫୁଟାଇ ବିଦାୟ ଦେଇଛନ୍ତି ପୂଜା କମିଟି ର କର୍ମକର୍ତା ତଥା ଅଂଚଳବାସ ନାଚ ଗୀତ କରି ପୂଜା ମଣ୍ଡପ ରୁ ବାହାରି ଚାରିଛକ ଦେଇ ପାଖ ନଦୀ ରେ ଭସାଣି କରି ଫେରିଥିଲ । ଭସାଣି ଶୋଭାଯାତ୍ରା ରେ ବିଭିନ୍ନ ବାଜା ଗୀତ ରେ କମ୍ପିଉଠିଥାଳ ଧର୍ମଗଡ ସହର ।

author

Related Articles

Leave a Reply

Your email address will not be published. Required fields are marked *