ଧର୍ମେନ୍ଦ୍ରଙ୍କୁ ବବିଙ୍କ ଜବାବ

ଧର୍ମେନ୍ଦ୍ରଙ୍କୁ ବବିଙ୍କ ଜବାବ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ । ଟ୍ୱିଟ କରି ତାଙ୍କୁ କଡା ଜବାବରେ କହିଛନ୍ତି ଯେ ଶିକ୍ଷକ ନିଯୁକ୍ତି ସଂକ୍ରାନ୍ତରେ ସବୁ ଜାଣିଶୁଣି ଅଜଣା ହେବାର ନାଟକ କରୁଛନ୍ତି ଧର୍ମେନ୍ଦ୍ର । ସୋସିଆଲ ମିଡିଆ ଏକ୍ସରେ ପ୍ରଣବ ପ୍ରକାଶ ଦାସ କଟାକ୍ଷ କରିଛନ୍ତି ଶିକ୍ଷକ ନିଯୁକ୍ତିର ପୁରା ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ ଜରିଆରେ କରାଯାଇଛି । ଆଉ ଏହା ଆପଣଙ୍କ ମନ୍ତ୍ରାଳୟ ଅଧିନରେ କାର୍ଯ୍ୟ କରୁଛି । ପୁଣି ପ୍ରଣବ କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା କେନ୍ଦ୍ରୀୟ ବିଦ୍ୟାଳୟଠାରୁ ଆରମ୍ଭ କରି ଜବାହର ନବୋଦୟ ବିଦ୍ୟାଳୟ ଭାରତୀୟ ସେନା ଓ ଅନ୍ୟାନ୍ୟ ସଂସ୍ଥା ପାଇଁ ନିଯୁକ୍ତି କରିଥାଏ । ସେଠାକାର ଅନିୟମିତତା କଥା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି ପ୍ରଣବ ।

author

Related Articles

Leave a Reply

Your email address will not be published. Required fields are marked *