ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି ଓଡିଶାରେ ହେବ ବିଜେପି ସରକାର

ଧର୍ମେନ୍ଦ୍ରଙ୍କ ଦୃଢୋକ୍ତି ଓଡିଶାରେ ହେବ ବିଜେପି ସରକାର

ଆସନ୍ତାକାଲି ବାହାରିବ ନିର୍ବାଚନର ଫଳାଫଳ । କାହାର ଭାଗ୍ୟ ଫିଟିବ ତାହା ଉପରେ ସଭିଙ୍କ ନଜର ରହିଛି । ଏହାରି ଭିତରେ ଖୋର୍ଦ୍ଧା ଚଉଷଠୀ ଯୋଗିନୀ ମନ୍ଦିରରେ ପୂଜାର୍ଚ୍ଚନା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ । କହିଲେ ଓଡ଼ିଶାରେ ପରିବର୍ତନ ନିଶ୍ଚିତ ହୋଇ ସାରିଛି । ଏହି ପରିବର୍ତ୍ତନ ଲୋକଙ୍କ ପାଇଁ କଲ୍ୟାଣକାରୀ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।  ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ମନସ୍ଥ କରିଛନ୍ତି ରାଜ୍ୟବାସୀ । ବିଜେପି ସରକାରକୁ ଆସିବା ପରେ ଅର୍ଥନୈତିକ କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ହେବ ଏବଂ ରୋଜଗାର ବଢ଼ିବ ବୋଲି ସେ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *