ନଦୀରେ ବୁଡିଗଲେ ୨ ଯୁବକ….

ନଦୀରେ ବୁଡିଗଲେ ୨ ଯୁବକ….

ଯାଜପୁର ଜିଲା ଧର୍ମଶାଲା ଥାନା ଅଧୀନ ବ୍ରାହ୍ମନି ନଦୀ ନିକଟରେ ବୁଧୁବାର ବୁଡିଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଛି | ମୃତକ ସ୍ଥାନୀୟ କୁମାରୀ ଗ୍ରାମର ରବୀନ୍ଦ୍ର ମହାରଣାଙ୍କ ପୁଅ ସୌମ୍ୟରଂଜନ ମହାରଣା ଓ ଏହି ଥାନା ଦେଓଦା ଗ୍ରାମର ପରମାନନ୍ଦ ରଣଙ୍କ ପୁଅ ଗୋବିନ୍ଦ ରଣା (୨୧) ସୂଚନା ମିଳିଛି |ଉଭୟ ଜାରକା ବଜାରରେ ଥିବା ଏକ ଲୁଗା ଦୋକାନରେ କାମ କରୁଥିଲେ | ୨ ଜଣ ଗାଧୋଇବାକୁ ପାଇଁ ଯାଇଥିଲେ ସୌମ୍ୟ ଓ ଗୋବିନ୍ଦ ନଦୀରେ ବୁଡିଯାଇଥିଲେ | ସ୍ଥାନୀୟ ଲୋକେ ସେମାନଙ୍କୁ ନଦୀରୁ ଉଦ୍ଧାରକରି ଧର୍ମଶାଳା ଗୋଷ୍ଠୀ ସ୍ବସ୍ଥାକେନ୍ଦ୍ରରେ ଭର୍ତି କରିଥିଲେ | ସେଠାରେ ଡ଼କ୍ଟର ୨ ଜଣଙ୍କୁ ମୃତୁ ଘୋଷଣା କରିଥିଲେ | ପୋଲିସ ଏକ ଅପମୂର୍ତ୍ତୃ ମାମଲା ରୁଜୁ କରି ଘଟଣା ତଦନ୍ତ ଚାଲିଛି |

author

Related Articles

Leave a Reply

Your email address will not be published. Required fields are marked *