ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍

ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ | ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ । ଏକାସାଙ୍ଗେ ୫ଟି ସ୍ଥାନରେ ଚାଲିଛି ରେଡ୍ | ସଂପୃକ୍ତ ଅଧିକାରୀଙ୍କ ନବରଙ୍ଗପୁର ସ୍ଥିତ ଭଡା ଘର ବାସଭବନ ସମେତ ସରକାରୀ କାର୍ଯ୍ୟାଳୟ ଓ ଜୟପୁର ସ୍ଥିତ ତିନୋଟି ଘରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିିଛି । ଡିଏସ ୩ ସିନେମା ହଲ ନିକଟରେ ରହିଛି ଗଙ୍ଗା ପାଇକରାୟଙ୍କ ଭଡା ଘର । ସେପଟେ ଚଢ଼ାଉ ଚାଲୁଥିବା ନେଇ ଭିଜିଲାନ୍ସ ପକ୍ଷରୁ କିଛି ସୂଚନା ମିଳିନି | କେତେ ପରିମାଣରେ ସଂପତି ଜବତ ହୋଇଛି ସେ ନେଇ କୌଣସି ତଥ୍ୟ ନାହିଁ |


author

Related Articles

Leave a Reply

Your email address will not be published. Required fields are marked *