ନବୀକରଣ ହେବ ହୀରାକୁଦ ଡ୍ୟାମ

ନବୀକରଣ ହେବ ହୀରାକୁଦ ଡ୍ୟାମ

ଖୁବଶୀଘ୍ର ହୀରାକୁଦ ଡ୍ୟାମ କେନାଲର ହେବ ନବୀକରଣ। ଖର୍ଚ୍ଚ ହେବ ୮୫୫ କୋଟି ଟଙ୍କା। ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି। ହୀରାକୁଦ ଡ୍ୟାମ୍ ପ୍ରକଳ୍ପ କେନାଲ ପଦ୍ଧତିର ନବୀକରଣ ଯୋଜନାର ବିସ୍ତୃତ ତଥ୍ୟ ମଧ୍ୟ ଆସିଛି। ଆସନ୍ତା ୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ୨୦୨୪-୨୫ରୁ ୨୦୨୭-୨୮ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ ପାଇଁ ୮୫୫ କୋଟି ଟଙ୍କା ଖର୍ଚ୍ଚ କରାଯିବ।

author

Related Articles

Leave a Reply

Your email address will not be published. Required fields are marked *