ନବୀନଙ୍କୁ ବାଏ ବାଏ କଲେ ପଦ୍ମ ଧରିଲେ ସୁଜିତ

ନବୀନଙ୍କୁ ବାଏ ବାଏ କଲେ ପଦ୍ମ ଧରିଲେ ସୁଜିତ

ପୁଣିଥରେ ବିଜେଡିକୁ ଲାଗିଲା ଶକ୍ତ ଝଟକା । ହଁ ଦର୍ଶକବନ୍ଧୁ ରାଜ୍ୟସଭା ସାଂସଦ ପଦୀରୁ ଇସ୍ତଫା ଦେଇଛନ୍ତି ସୁଜି ତ କପମାର । ଇସ୍ତଫା ଦେବାର ମାତ୍ର କିଛି ସମୟ ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ । ଏବଂ ସେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଜେପିରେ ସାମିଲ ହୋଇଛନ୍ତି । ତେବେ ବିଜେଡି ଦଳ ବିରୋଧି କାର୍ଯ୍ୟ କରଇତିବା କାରଣ ଦର୍ଶାଇ ସୁଜିତଙ୍କୁ ଦଳରୁ ବହିଷ୍କୃତ କରିଥିବା ବେଳେ କଳାହାଣ୍ଡି ଲୋକଙ୍କ ବିଶ୍ୱାସ ସହ ଖେଳ ଖେଳିଛନ୍ତି ସୁଜିତ କୁମରା । ଯେଉଁଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି । ଏବଂ ମାତ୍ର କିଛି ସମୟ ମଧ୍ୟରେ ହିଁ ଦିଲ୍ଲୀର ବିଜେପି ପାର୍ଟି ଅଫିସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ସାଂସଦ ଭର୍ତ୍ତୁହରି ମହତାବ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ସୁଜିତ କୁମାର ।

author

Related Articles

Leave a Reply

Your email address will not be published. Required fields are marked *