ନବୀନଙ୍କ ପାଇଁ ଦୀପଦାନ ଓ ପୂଜାର୍ଚ୍ଚନା …

ନବୀନଙ୍କ ପାଇଁ ଦୀପଦାନ ଓ ପୂଜାର୍ଚ୍ଚନା …

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସର୍ଭିକାଲ ଆର୍ଥରାଇଟ୍ସ ଅପେରସନ ସଫଳ ପାଇଁ ପୂଜାର୍ଚ୍ଚନା ଏବଂ ଦୀପ ପ୍ରଜ୍ୱଳନ କରାଯାଇଛି । ପୁରୁଣାକଟକ ଅଞ୍ଚଳବାସୀଙ୍କ ପକ୍ଷରୁ ଆଡଭୋକେଟ ରବି ପ୍ରଧାନ, ପୂର୍ବତନ ବ୍ଲକ ଉପାଧକ୍ଷ ପଙ୍କଜ ସାହୁ , ପୂର୍ବତନ ସରପଞ୍ଚ ସୁଶାନ୍ତ ପ୍ରଧାନ ,ସରପଞ୍ଚ ସଙ୍ଘ ସଭାପତି ନିହାର ଘୋଷ, ପୁରୁଣାକଟକ ସରପଞ୍ଚ ଅଶୋକ ସେଠି, ସମିତି ସଭ୍ୟ ସରୋଜ ପ୍ରଧାନ , ପ୍ରଦୀପ ସାହୁ, ସୁବୋଧ ପ୍ରଧାନ, ଜ୍ୟୋତିର୍ମୟ ଦାସ ,ସଞ୍ଜୟ ଦେହୁରୀ, ଗରୁଡ଼ ପ୍ରଧାନ ବାସୁଦେବ ଦେହୁରୀ , ବସନ୍ତ ବେହେରା, ପ୍ରତିଭା ସାହୁ , ସୁଜ୍ଞାନ କର୍ଣ୍ଣ , ସୀତାରାମ ଅଗ୍ରୱାଲ ପ୍ରମୁଖଙ୍କ ନେତୃତ୍ୱରେ ଅନେକ ଅଞ୍ଚଳବାସୀ ଅଞ୍ଚଳର ଅଧିଷ୍ଠାତ୍ରୀଦେବୀ ମା’ଭୈରବୀଙ୍କ ନିକଟରେ ସମୂହ ଦୀପଦାନ କରିବାସହ ପୂଜାର୍ଚନା କରି ନବୀନ ବାବୁଙ୍କ ଆଶୁଆରୋଗ୍ୟ କାମନା କରିବା ସହ ପୁଣି ସୁସ୍ଥ ହୋଇ ଫେରିଆସି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *