ନବୀନଙ୍କ ସହ ସାମ୍ନାକୁ ଆସିଲେ ପାଣ୍ଡିଆନ !

ନବୀନଙ୍କ ସହ ସାମ୍ନାକୁ ଆସିଲେ ପାଣ୍ଡିଆନ !

ଦେଖନ୍ତୁ ଏହି ଫୋଟୋକୁ ନବୀନଙ୍କ ସହ ଠିଆ ହୋଇଛନ୍ତି ଭିକେ ପାଣ୍ଡିଆନ. ଯାହା ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି . ନବୀନ ଆଉ ପାଣ୍ଡିଆନଙ୍କୁ ନେଇ ଏମିତି ଏକାଠି ଦେଖି ଲୋକେ ଅନେକ କଥା ଆଲୋଚନା କରୁଛନ୍ତି .ଏହାକୁ ଦେଖିବା ପରେ ଅନେକ କହୁଛନ୍ତି ଯଦି ନବୀନଙ୍କ ସଫଳତା ପଛରେ ପାଣ୍ଡିଆନଙ୍କ ହାତ ଅଛି ତେବେ ତାଙ୍କ ପରାଜୟ ପଛରେ ବି ପାଣ୍ଡିଆନ ଗୋଟିଏ କାରଣ ହୋଇପାରନ୍ତି .

ଏବେ ଆସନ୍ତୁ ଯାଣିବା ଏମାନେ ଏକାଠି ହୋଇ କୋଉଁଠି ଠିଆ ହୋଇଛନ୍ତି .ଆଉ କଣ କହୁଛନ୍ତି .ତେବେ ଏଠାରେ ଠିଆ ହୋଇ ନବୀନ କୋହୁଛନ୍ତି . ନୂଆ ଏୟାର ପୋର୍ଟର ଉଦ୍‌ଘାଟନ ହେବ .ଆପଣ ମାନେ ଖୁସିତ .ଆକାଶରେ ଉଡିବ ବିମାନ ବ୍ୟବସାୟ ପାଇଁ ଖୋଲିବ ବାଟ .ଆଉ ପାଣ୍ଡିଆନ ମଧ୍ୟ ତାଙ୍କ ପାଖରେ ଠିଆ ହୋଇ ତାଙ୍କ କଥାକୁ ସର୍ମଥନ କରୁଛନ୍ତି . ମାଲକାନ ଗିରି ଏୟାରପୋର୍ଟ ପାଇଁ ରାଜ୍ୟସରକାର କୌଣସି ଅନୁମତି ମାଗିନଥିଲେ .ଅନୁମତି ମିଳିନଥିବା ବେଳେ ବିମାନ କେମିତି ଉଡୁଥିଲା ବୋଲି ପ୍ରଶ୍ନ ଉଠୁଛି.ତେବେ ଦର୍ଶକ ବନ୍ଧୁ ବର୍ତମାନ ଆମେ ଆପଣଙ୍କୁ ଯାହା ଦେଖାଉଛୁ ତାହା ସାଧାରଣ ନିର୍ବାଚନର ଠିକ କିଛି ଦିନ ପୂର୍ବର ଚିତ୍ର .

ଯେତେବେଳେ ବିଜେଡି ସୁପିମୋ ମାଲକାନାଗିରି ବାସିଙ୍କୁ ଏମିତି କି ସ୍ୱପ୍ନ ଦେଖାଇଥିଲେ .ପରେ ରନ ୱେରେ ଟ୍ରାଏଲ ରନ ହେଲା .ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟର ଉଦଘାଟନ କରିଥିଲେ .କିନ୍ତୁ ପ୍ରକୃତ କଥା ହେଉଛି . କିନ୍ତୁ ସୂଚନା ଆଇନ ଡିଜିସିରେ ରୁ ମିଳିଥିବା ତଥ୍ୟ ଅନୁସାରେ . ମାଲକାନଗିରି ଏୟାରପୋର୍ଟ ପାଇଁ ରାଜ୍ୟସରକାର କୌଣସି ଅନୁମତି ମାଗିନଥିଲେ .ତେବେ ଅନୁମତି ମିଳିନଥିବା ବେଳେ ବିମାନ କେମିତି ଉଡୁଥିଲା ବୋଲି ପ୍ରଶ୍ନ ଉଠୁଛି .

ନିର୍ବାଚନ ପ୍ରଚାର ପାଇଁ ନବୀନଙ୍କ ସହ ଭିକେ ପାଣ୍ଡିଆନ ମଧ୍ୟ ଏୟାର ପୋର୍ଟ କୁ ବ୍ୟବହାର କରିଥିଲେ .ତୁଙ୍ଗନେତାମାନେ ମଧ୍ୟ ବିମାନ ଯୋଗେ ମାଲକାଲ ଗିରିକୁ ଯାଉଥିଲେ . ବର୍ତମାନ ନିର୍ବାଚନ ସରିବା ପରେ ଏଥର ବଜେଡି ସରକାର କୁ ଆସିନି . ସେପଟେ ଉଦଘାନ ପରି ଭାଙ୍ଗିରୁଜି ଯିବାରୁ ମାଲକାନଗିରି ବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *