ନବୀନ ନିବାସରେ ବସିବ ବୈଠକ,କିଏ ହେବ ବିରୋଧି ଦଳ ନେତା ?

ନବୀନ ନିବାସରେ ବସିବ ବୈଠକ,କିଏ ହେବ ବିରୋଧି ଦଳ ନେତା ?

ରାଜ୍ୟରେ ବିଜେଡିର ଶୋଚନୀୟ ପରାଜୟ ପରେ ଘନ ଘନ ବୈଠକ ଡକାଉଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆସନ୍ତା 19 ତାରିଖରେ ପୁଣିଥରେ ବିଜେଡିର ବିଧାୟକ ଦଳର ବୈଠକ ବସିବାକୁ ଯାଉଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିବାକୁ ଯାଉଥିବା ଏହି ବୈଠକରେ କିଏ ହେବ ବିରୋଧି ଦଳ ନେତା ସେ ନେଇ ଚୟନ କରାଯିବ । ତେବେ ମିଳିଥିବା ସୂଚନା ମୁତାବକ, ଅପରାହ୍ନ ୪ଟା ୩୦ ମିନିଟ୍ ସମୟରେ ଏହି ବୈଠକ ବସିବାକୁ ଅଛି । ତେବେ ନବୀନ ପଟ୍ଟନାୟକ ନିଜେ ବିରୋଧୀ ଦଳର ନେତା ଆସନରେ ବସୁଛନ୍ତି, ନା ଅନ୍ୟ କେଉଁ ନେତା ବିରୋଧୀ ଦଳର ନେତା ହେଉଛନ୍ତି, ତାହା ଉପରେ ନଜର ରହିବ ।

author

Related Articles

Leave a Reply

Your email address will not be published. Required fields are marked *