ନବୀନ ନିବାସରେ ଲାଗିଛି ଓଲିଉଡ ତାରକାଙ୍କ ଗହଳି

ନବୀନ ନିବାସରେ ଲାଗିଛି ଓଲିଉଡ ତାରକାଙ୍କ ଗହଳି

ନବୀନ ନିବାସରେ ଲାଗିଛି ଓଲିଉଡ ତାରକାଙ୍କ ଗହଳି । ନବୀନଙ୍କ ଡାକରା ପାଇଁ ନବୀନ ନିବାସରେ ପହଞ୍ଚିଛନ୍ତି ଅନେକ ଫିଲ୍ମ ଷ୍ଟାର । ଏମାନଙ୍କ ସହ ଅନେକ କମିଡିଆନ୍ ଏବଂ ୟୁଟ୍ୟୁବର ମାନେ ମଧ୍ୟ ପହଞ୍ଚିଛନ୍ତି । ଏମାନଙ୍କ ଭିତରେ ଅଭିନେତା ବାବୁଶାନ୍ ମହାନ୍ତି, ସ୍ୱରାଜ ବାରିକ, ଅମ୍ଲାନ ଦାସ, ଭୂମିକା, ଏବଂ କମେଡିଆନ୍ ସନ୍ତୁ , ଶଙ୍କର , ଚାନ୍ଦିନୀ ଆଦି ସାମିଲ ଅଛନ୍ତି । ପ୍ରଚାର ମଇଦାନକୁ ଆହୁରି ଜୋରଦାର କରିବା ପାଇଁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି ।ଅରିନ୍ଦମ୍ ରୟ, ଅନୁଭବ ମହାନ୍ତି, ଆକାଶ ଦାସନାୟକ ଓ ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ଆଗଧାଡିର ଷ୍ଟାର ଦଳ ଛାଡିବା ପରେ ଏମାନଙ୍କୁ ନେଇ ପ୍ରଚାର ମଇଦାନକୁ ସରଗରମ୍ କରିବାକୁ ରଣନୀତି ପ୍ରସ୍ତୁତ କରାଯାଇଥିବା ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *