ନଭେମ୍ବର ଶେଷ ବେଳକୁ କଂଗ୍ରେସ କରିବ ତୁଳସୀ ଯାତ୍ରା

ନଭେମ୍ବର ଶେଷ ବେଳକୁ କଂଗ୍ରେସ କରିବ ତୁଳସୀ ଯାତ୍ରା

୨୪ ସାଧାରଣ ନିର୍ବାଚରେ ଭୋଟ ହାତୋଇବାକୁ କଂଗ୍ରେସ କରିବ ନିଆରା ପଦଯାତ୍ରା । ପଦଯାତ୍ରା କରି ଭୋଟବ୍ୟାଙ୍କକୁ ସୁଦସ୍ତଙ୍ଘ କରିବାକୁ ପ୍ରାୟାସ କରିବ ଯୋଜନା କରି ନଭେମ୍ବର ଶେଷ ବେଳକୁ କରିବ ତୁଳସୀ ଯାତ୍ରା । କଂଗ୍ରେସ କରିବ ତୁଳସୀ ଯାତ୍ରା । କଂଗ୍ରେସର ଏହି ନିଆରା ଅଭିଯାନ ନଭେମ୍ବର ମାସ ଶେଷ ବେଳକୁ ହେବ । ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲାରୁ ତୁଳସୀ ଆସିବ କଂଗ୍ରେସ ଭବନ । କଂଗ୍ରେସ କର୍ମୀ ଯାଇ ସଂଗ୍ରହ କରିବେ ତୁଳସୀ । ଯଦି କିଏ ଚାହିଁବ ସିଏ ପୋଷ୍ଟ ଜରିଆରେ କଂଗ୍ରେସ ଭବନ ଠିକଣାରେ ପଠାଇ ପାରିବେ ତୁଳସୀ । ତୁଳସୀ ସଂଗ୍ରହ ପରେ ଭୁବନେଶ୍ୱରରୁ ନେତା କର୍ମୀ ପୁରୀ ଯିବେ । ରାଜଧାନୀରୁ ଶ୍ରୀକ୍ଷେତ୍ର ହେବ ଯାତ୍ରା । ରତ୍ନ ଭଣ୍ଡାର ମରାମତି ଓ ବେଦାନ୍ତ ଜମି ହସ୍ତାନ୍ତର ଦାବିରେ ଦଳ ଏହି ନିଆରା ଅଭିଯାନ ଆରମ୍ଭ କରିବାକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *