ନଵୀନ ନିବାସରେ ତିନି ଘଣ୍ଟିଆ ମନ୍ଥନ …..

ସାଧାରଣ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତ ଜୋରଦାର କରାଯାଇଛି ! ଆଜି ନବୀନ ନିବାସରେ ଜିଲା ପ୍ରଶିକ୍ଷଣ ଦିଆଯିବ ! ଭୁବନେଶ୍ୱରର ଶଙ୍ଖ ଭବନରେ ଏହି ପ୍ରଶୀକ୍ଷେଣ ଶିବିର ରହିଛି ! ପ୍ରତି ୨ମାସରେ ନବୀନ ନିବାସରେ ପର୍ଯ୍ୟବେକ୍ଷେମାନଙ୍କ ବୈଠକ ହୋଇ ସ୍ତିତି ସମୀକ୍ଷା କରାଯାଇଛି ! ଦଳର ସଭାପତି ନଵୀନପାଟନାୟକ ପଯ୍ୟାବେକ୍ଷକମାନକ ସହ ଆଲୋଚନା କରି ଜିଲା ସ୍ତରରେ ସଂଗଠନକୁ ମଜଭୁତ କରିବା ଉପରେ ଗୁରୁତ୍ୱ କରିଥିଲେ ! ବୈଠକ ହୋଇଥିବା ନିଷ୍ପତି ଅନୁଯାଇ ନିର୍ବାଚନମଣ୍ଡଳୀ ବରୀ ୨୦୦ ସକ୍ରିୟ କର୍ମୀଙ୍କୁ ଚିହ୍ନଟ କରାଯାଇଛି !

author

Related Articles

Leave a Reply

Your email address will not be published. Required fields are marked *