ନିଜ ପ୍ରତିନିଧି ନିଜେ ଚୟନ କଲେ ପ୍ରଦୀପ !

ନିଜ ପ୍ରତିନିଧି ନିଜେ ଚୟନ କଲେ ପ୍ରଦୀପ !

ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀଙ୍କ ରଙ୍ଗେଈଲୁଣ୍ଡା ବ୍ଲକ ପ୍ରତିନିଧି ଭାବେ ଏନ ଗଙ୍ଗାଧର ପାତ୍ର ମନୋନୀତ ହୋଇଛନ୍ତି l ସେ ତୃଣମୂଳ ସ୍ତରରେ ଜନସାଧାରଙ୍କ ସହିତ ରହି ବହୁ ଜନ ମଙ୍ଗଳ କାର୍ଯ୍ୟ କରିଥିବାରୁ ତାଙ୍କୁ ବ୍ରହ୍ମପୁର ସାଂସଦ ନିଜ ପ୍ରତିନିଧି ଭାବେ ମନୋନୀତ କରିଛନ୍ତି l ଏନ ଗଙ୍ଗାଧର ଓ ତାଙ୍କ ସାମର୍ଥକ ମିଶି ରଙ୍ଗେଈଲୁଣ୍ଡା ବ୍ଲକ ବିଡ଼ିଓଙ୍କୁ ସାକ୍ଷାକାର କରିବା ସହିତ ସାଂସଦଙ୍କ ପ୍ରତିନିଧି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି l

author

Related Articles

Leave a Reply

Your email address will not be published. Required fields are marked *