ନିଟ୍ ପ୍ରବେଶିକା ପରୀକ୍ଷାରେ ପୁଣି ନୂଆ ମୋଡ

ନିଟ୍ ପ୍ରବେଶିକା ପରୀକ୍ଷାରେ ପୁଣି ନୂଆ ମୋଡ

ନିଟ୍ ପ୍ରବେଶିକା ପରୀକ୍ଷାରେ ପୁଣି ନୂଆ ମୋଡ । ନିଟ୍ ପୁନଃ ପରୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଶୁକ୍ରବରା ନିଟ୍ ପେପର ଲିକ ମାମଲାରେ ସର୍ବୋଚ୍ଚ ଅଦାଲତ ଫଇସଲା ଶୁଣାଇଛନ୍ତି । ସବୁ ପକ୍ଷର ଦଲିଲ ଶୁଣିବା ପରେ କୋର୍ଟ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ, ଏହା ଏକ ସିଷ୍ଟୋମେଟିକ୍ ବିଫଳତା ନୁହେଁ । ପେପର ଲିକ୍ କେବଳ ହଜାରୀବାଗ ଓ ପାଟଣା ଅଞ୍ଚଳରେ ସୀମିତ ଥିଲା । ଏଥିସହ ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ପରିଚୟ ସୁନିଶ୍ଚିତ କରିବା, ପେପର ଲିକ୍ ରୋକିବାକୁ ସୁଚିନ୍ତିତ ଏସଓପି ପ୍ରସ୍ତୁତ କରିବାକୁ ସରକାର ଓ ଏନଟିଏର ଦାୟିତ୍ୱ । ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *