ଆଜି ଆମେରିକାର ପିନିଡା ରଙ୍ଗମଞ୍ଚରେ ରାଷ୍ଟ୍ର ଏଲ୍ ସାଲ୍ଭାଡର୍ର ଜସ୍ ଏଡଲ୍ଫୋରେ ଆୟୋଜିତ ୭୨ତମ ‘ମିସ୍ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ୟୁନିଭର୍ସ ୨୦୨୩ ମୁକୁଟର ବିଜୟିନୀ ହୋଇଛନ୍ତି ନିକାରାଗୁଆର ସେଏନିସ୍ ପାଲାସିଓ । ୨୦୨୨ର ମିସ୍ ୟୁନିଭର୍ସ ଆର୍ ବନ୍ନି ଗାବ୍ରିଏଲ୍ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ‘ମିସ୍ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା । ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
You can share this post!
author
Related Articles
ମୋଦି-ଟ୍ରମ୍ପଙ୍କ ନୂଆ ଡିଲ୍ …ଆହୁରି କାନ୍ଦିବେ ଚାଷୀ !
- February 9, 2026
ତାମିଲନାଡୁ ରାଜନୀତିରେ କମ୍ପନ…
- February 9, 2026
ଓକିଲ ବେଶରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…
- February 4, 2026
