ନିର୍ବାଚନ ପାଇଁ ରାଜଧାନୀରେ ପୋଲିସର ଫ୍ଲାଗମାର୍ଚ୍ଚ…

ନିର୍ବାଚନ ପାଇଁ ରାଜଧାନୀରେ ପୋଲିସର ଫ୍ଲାଗମାର୍ଚ୍ଚ…

ଆଉ ମାତ୍ର ଗୋଟିଏ ଦିନ ପରେ ରାଜଧାନୀରେ ଭୋଟ ଗ୍ରହଣ ହେବ । ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଛନ୍ତି ପୋଲିସ ଓ ସିଆରପିଏଫ । ସୁରକ୍ଷା ବ୍ୟବବସ୍ଥାକୁ କଡାକଡି କରିବା ସହ ବସ୍ତି ଅଞ୍ଚଳରେ ଆଇନ ଶୃଙ୍ଖଳା ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଛି । ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବରେ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରୁଛି ପୋଲିସ । କମିଶନରେଟ ପୋଲିସ ଓ ସିଆରପିଏଫ ଦ୍ୱାରା ବସ୍ତିରେ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଏକାଧିକ ବ୍ୟକ୍ତି ଗୋଟିଏ ଜାଗାରେ ରୁଣ୍ଡ ନହେବା କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଯେମିତି ନ ଉପୁଜେ ସେଥିପ୍ରତି ସଚେତନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *