ନିର୍ବାଚନ ପୂର୍ବରୁ ଗଳିପଡିଲେ ମୁଖ୍ୟମନ୍ତ୍ରୀ

ନିର୍ବାଚନ ପୂର୍ବରୁ ଗଳିପଡିଲେ ମୁଖ୍ୟମନ୍ତ୍ରୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ । ତାଙ୍କୁ କେହି ପଛରୁ ଠେଲି ଦେଇଥିଲା ଏବଂ ସେ ପଡିଯାଇଥିଲେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ମମତାଙ୍କ କପାଳରେ ଲାଗିଥିବା ଆଘାତ ଯୋଗୁ ୪ ଟି ଷ୍ଟିଚ୍ ପଡିଥିବା ସୂଚନା ମଳିଛି । ଗତକାଲି ସନ୍ଧ୍ୟାରେ ମମତା ଘରେ ବୁଲୁଥିବା ବେଳେ ପଡିଯାଇ ଆହତ ହୋଇଥିବା କୁହାଯାଉଥିଲା । କିନ୍ତୁ ଏବେ ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହା ଦୁର୍ଘଟଣା ନା ଷଡଯନ୍ତ୍ର ତାକୁ ନେଇ ଦ୍ୱନ୍ଦ ଥିବା ବେଳେ ଡାକ୍ତରଙ୍କ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମମତାଙ୍କୁ କେହି ପଛରୁ ଠେଲି ଦେଇଥିବା ଏସଏସ୍କେମ ହସ୍ପିଟାଲ ନିର୍ଦ୍ଦେଶକ ମାନିମୋଏ ବନ୍ଦୋପୋଧାୟ କହିଛନ୍ତି ।ତେବେ ଏହା ଉପରେ ପଶ୍ଚିମବଙ୍ଗ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି । ମମତାଙ୍କ ଇସିଜି, ସିଟି ସ୍କାନ ସରିଥିବା ବେଳେ ତାଙ୍କୁ ଡିସଚାର୍ଜ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *