ନିଶା ବେପାରୀଙ୍କୁ ଭୁବନେଶ୍ୱର ମନା

ନିଶା ବେପାରୀଙ୍କୁ ଭୁବନେଶ୍ୱର ମନା

ନିଶା ବେପାର ଛାଡ ନହଲେ ଭୁବନେଶ୍ୱର ଛାଡ । ନିଶା ବେପାରୀ ମାନଙ୍କୁ ଏଭଳି କିଛି ଚେତାବନୀ ଦେଇଛି ଅବକାରୀ ବିଭାଗ ।  ବିହାରୀ ଗ୍ୟାଙ୍ଗର ନିଶା ବେପାରୀଙ୍କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ଏମାନେ ସୁଟ୍ ବୁଟ୍ ପିନ୍ଧି ନୂଆ ଉପାୟରେ ଗଞ୍ଜେଇ ଚାଲାଣ କରୁଥିଲେ । ଏୟାର ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ନେବା ବେଳେ ଭୁବନେଶ୍ୱର ବସଷ୍ଟାଣ୍ଡ ନିକଟରୁ ତାଙ୍କୁ ଗିରଫ କରାଯାଇଛି । ୫ ଜଣ ବିହାରୀ ଗ୍ୟାଙ୍ଗକୁ ଗିରଫ କରାଯିବା ପରେ ସେମାନଙ୍କ ନିକଟରୁ ୩୦ କିଲୋ ଗଞ୍ଜେଇ ଜବତ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *