ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଧାମନଗର ବିଧାୟକ

ନୂଆଦିଲ୍ଲୀରେ ମାନନୀୟ ପ୍ରଧାନମନ୍ତ୍ରୀ Narendra Modi ଜୀଙ୍କୁ ସାକ୍ଷାତ କରି ଶ୍ରୀମଦ ଭଗବତ ଗୀତାକୁ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ।

ଓଡ଼ିଶା ପ୍ରତି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧା ଓ ଆତ୍ମୀୟତାକୁ ଲକ୍ଷ୍ୟ କଲେ ଜଣେ ଓଡ଼ିଆ ଭାବରେ ଗର୍ବ ସ୍ଵତଃ ଅନୁଭବ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *