ନୂଆ ସଂସଦରେ ଉଡିବ ତ୍ରିରଙ୍ଗା ପତାକା

ନୂଆ ସଂସଦରେ ଉଡିବ ତ୍ରିରଙ୍ଗା ପତାକା

ସେପ୍ଟେମ୍ବର ୧୭ ତାରିଖରେ ନୂଆ ସଂସଦ ଭବନରେ ତ୍ରିରଙ୍ଗା ପତାକା ଉଡାଯିବ । ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦ ଭବନରେ ଏକ ବିଶେଷ ଅଧିବେଶନ ଡାକିଛନ୍ତି । ସୂଚନା ମୁତାବକ ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଏହି ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟ ହୋଇପାରେ । ଆହୁରି ମଧ୍ୟ ସେପ୍ଟେମ୍ବର ୧୭ ତାରିଖ ହେଉଛି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ । ଏହାସହ ସ୍ୱତନ୍ତ୍ର ଅଧିବେଶନ ଗୋଟିଏ ଦିନ ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହେବ ଓ ବାକି ୪ ଦିନ ନୂଆ ସଂସଦ ଭବନରେ ଅଧିବେଶନ ଚାଲିବ ।

author

Related Articles

Leave a Reply

Your email address will not be published. Required fields are marked *