ଦୀର୍ଘ 24 ବର୍ଷ ପରେ କ୍ଷମତା ଆସନରେ ବସିଛି ଭାରତୀୟ ଜନତା ପାର୍ଟି । ନୂଆ ସରକାର ଆସିବା ପରେ ନୂଆ ନୂଆ ଘୋଷଣା କରୁଛନ୍ତି ମୋହନଙ୍କ ସରକାର । ତେବେ ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କ ପାଇଁ ମାସିକ 30 ହଜାର ଟଙ୍କା ସମ୍ମାନ ସୂଚକ ସହାୟକ ରାଶି ପ୍ରଦାନ ପାଇଁ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ସମସ୍ତ ୫୫ ଜଣ ଜୀବିତ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତି ମାସକୁ ୩୦ ହଜାର ଟଙ୍କା ଲେଖାଏଁ ସମ୍ମାନ ସୂଚକ ସହାୟକ ରାଶି ପାଇ ପାରିବେ। ରାଜ୍ୟ ସରକାରଙ୍କ ଏହି ଯୋଜନା ପାଇଁ ବର୍ଷକୁ ଖର୍ଚ୍ଚ ହେବ 2 କୋଟି ଟଙ୍କା ।
You can share this post!
author
Related Articles
ଶେଷରେ ଜାଲରେ ପଡିଲେ ଅଭିଯୁକ୍ତ
- November 17, 2024
ଜାତୀୟ ପ୍ରେସ ଦିବସ ପାଳିତ
- November 17, 2024