ପାକିସ୍ତାନ ଉପରେ ବର୍ଷିଲା ଭାରତ

ପାକିସ୍ତାନ ଉପରେ ବର୍ଷିଲା ଭାରତ

ଭାରତ ସୀମାରେ ବେଆଇନ ଭାବେ ପାକିସ୍ତାନ କବଜା କରି ରଖିଛି । ତୁରନ୍ତ ଏହି ବେଆଇନ କବଜାକୁ ବନ୍ଦ କରିବାପାଇଁ ଭାରତ ପାକିସ୍ଥାନ କୁ କହିଛି । ଏହା ସହ ଭାରତ ପ୍ରତିନଧିଙ୍କ ପକ୍ଷରୁ ଆତଙ୍କବାଦ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ମିଳିତ ଜାତିସଂଘରେ କୁହାଯାଇଛି । ଏହା ସହ ଭାରତ କହିଛି ପାକିସ୍ତାନ ମିଳିତ ଜାତିସଂଘ ପରି ମଞ୍ଚର ଦୂରୁପଯୋଗ କରୁଛି । ତୁରନ୍ତ ସେମାନଙ୍କ ବିରୋଧରେ ପଦକ୍ଷେପ ନେବାକୁ ଭାରତ ଦାବି କରିଛି । ଏହାକୁ ଭାରତ ପାକିସ୍ଥାନକୁ ମୁହଁ ତୋଡ ଜବାବ ଦେଇଛି ।

author

Related Articles

Leave a Reply

Your email address will not be published. Required fields are marked *