ପାକିସ୍ତାନ ସେନା ମତେ ୧୦ ବର୍ଷ ଜେଲ୍‌ରେ ଭର୍ତ୍ତି କରିବାକୁ ଯୋଜନା କରୁଛି: ଇମ୍ରାନ୍‌ ଖାଁ

ପାକିସ୍ତାନ ସେନା ମତେ ୧୦ ବର୍ଷ ଜେଲ୍‌ରେ ଭର୍ତ୍ତି କରିବାକୁ ଯୋଜନା କରୁଛି: ଇମ୍ରାନ୍‌ ଖାଁ

ପାକିସ୍ତାନ:

ମୁଁ ଜେଲ୍‌ରେ ଥିବା ବ‌େଳେ ସେମାନେ ହିଂସା ଆଳରେ ବିଚାରପତି, ଖଣ୍ଡପୀଠ ଏବଂ ମୃତ୍ୟୁଦଣ୍ଡ ବିଧାନକାରୀ କ୍ଷମତାରାଷ୍ଟ୍ରଦ୍ରୋହ ଅଭିଯୋଗରେ ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡଦେଶ ଦେବା ପାଇଁ ପାକିସ୍ତାନ ସେନା ଯୋଜନା କରୁଥିବା କଥା ରବିବାର ରାତିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି।
ପାକିସ୍ତାନ ସେନା ବିଚାରପତି, ଖଣ୍ଡପୀଠ ଏବଂ ମୃତ୍ୟୁଦଣ୍ଡ ବିଧାନକାରୀ କ୍ଷମତା ଅକ୍ତିଆର କରିଛି ବୋଲି ଅଭିଯୋଗ କରି ଇମ୍ରାନ୍‌ ଖାଁ କହିଛନ୍ତି, ଏବର ଯୋଜନା ହେଉଛି ତାଙ୍କ ପତ୍ନୀ ବୁଶ୍‌ରା ବେଗମ୍‌ଙ୍କୁ ଜେଲ୍‌ରେ ଭର୍ତ୍ତି କରି ତାଙ୍କୁ ଅପମାନ ଦେବା।ଗତ ରାତିରେ କେତେଗୁଡ଼ିଏ ଟୁଇଟ୍‌ କରି ଇମ୍ରାନ୍‌ ଖାଁ କହିଛନ୍ତି, ତେଣୁ, ଏବେ ସମ୍ପୂର୍ଣ୍ଣ ଲଣ୍ଡନ୍‌ ଯୋଜନା ପ୍ରକାଶ ପାଇଛି। ଅକ୍ତିଆର କରିଛନ୍ତି।ଏବର ଯୋଜନା ହେଉଛି ମୋ ପତ୍ନୀ ବୁଶ୍‌ରା ବେଗମ୍‌ଙ୍କୁ ଜେଲ୍‌ରେ ଭର୍ତ୍ତି କରି ମତେ ଅପମାନିତ କରିବା ଓ ଆଗାମୀ ୧୦ ବର୍ଷ ପାଇଁ ମତେ ଜେଲ୍‌ରେ ଭର୍ତ୍ତି କରିବାକୁ କେତେକ ଦେଶଦ୍ରୋହ ଆଇନ ଉପଯୋଗ କରିବା।ଲାହୋର ବାସଭବନରେ ‘ପିଟିଆଇ’ ନେତାମାନଙ୍କ ସହିତ ବୈଠକ ପରେ ଖାଁ ଉପରୋକ୍ତ ଟୁଇଟ୍‌ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଜନ ପ୍ରତିକ୍ରିୟା ନ ହେବା ପାଇଁ ସେମାନେ ଦୁଇଟି କାମ କରିଛନ୍ତି। ତାହା ହେଉଛି, କେବଳ ‘ପିଟିଆଇ’ କର୍ମୀଙ୍କୁ ନୁହେଁ, ସାଧାରଣ ଜନତାଙ୍କୁ ମଧ୍ୟ ଜାଣିଶୁଣି ଆତଙ୍କିତ କରାଯାଉଛି। ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ କରି ମୁଁ ଜେଲ୍‌ରେ ଥିବା ବେଳେ ସେମାନେ ହିଂସା ଆଳରେ ବିଚାରପତି, ଖଣ୍ଡପୀଠ ଏବଂ ମୃତ୍ୟୁଦଣ୍ଡ ବିଧାନକାରୀ କ୍ଷମତାରାଷ୍ଟ୍ରଦ୍ରୋହ ଅଭିଯୋଗରେ ତାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡଦେଶ ଦେବା ପାଇଁ ପାକିସ୍ତାନ ସେନା ଯୋଜନା କରୁଥିବା କଥା ରବିବାର ରାତିରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ କହିଛନ୍ତି।
ପାକିସ୍ତାନ ସେନା ବିଚାରପତି, ଖଣ୍ଡପୀଠ ଏବଂ ମୃତ୍ୟୁଦଣ୍ଡ ବିଧାନକାରୀ କ୍ଷମତା ଅକ୍ତିଆର କରିଛି ବୋଲି ଅଭିଯୋଗ କରି ଇମ୍ରାନ୍‌ ଖାଁ କହିଛନ୍ତି, ଏବର ଯୋଜନା ହେଉଛି ତାଙ୍କ ପତ୍ନୀ ବୁଶ୍‌ରା ବେଗମ୍‌ଙ୍କୁ ଜେଲ୍‌ରେ ଭର୍ତ୍ତି କରି ତାଙ୍କୁ ଅପମାନ ଦେବା।ଗତ ରାତିରେ କେତେଗୁଡ଼ିଏ ଟୁଇଟ୍‌ କରି ଇମ୍ରାନ୍‌ ଖାଁ କହିଛନ୍ତି, ତେଣୁ, ଏବେ ସମ୍ପୂର୍ଣ୍ଣ ଲଣ୍ଡନ୍‌ ଯୋଜନା ପ୍ରକାଶ ପାଇଛି। ଅକ୍ତିଆର କରିଛନ୍ତି। ଚୁପ୍‌ କରାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଜାମିନ ପାଇବା ସତ୍ତ୍ବେ ପୁନର୍ବାର ଗିରଫ ହେବା ଆଶଙ୍କା କରି ଇମ୍ରାନ୍‌ ବହୁ ସମୟ ଯାଏ ଇସ୍‌ଲାମାବାଦ ହାଇକୋର୍ଟ ପରିସରରେ ଅଟକି ରହିଥିଲେ। ପରେ ଶନିବାର ଦିନ ଖାଁ ତାଙ୍କ ଲାହୋର୍‌ ବାସଭବନକୁ ଫେରିଥିଲେ।

author

Related Articles

Leave a Reply

Your email address will not be published. Required fields are marked *