ପାରଳାଖେମୁଣ୍ଡିରେ ପାଇଖଆଖଡା ଅନୁଷ୍ଠିତ

ପାରଳାଖେମୁଣ୍ଡିରେ ପାଇଖଆଖଡା ଅନୁଷ୍ଠିତ

ଦଶହରା ଅବସରରେ ସବୁଆଡେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ପାଇକଆଖେଡା ପାଇଁ ପ୍ରସିଦ୍ଧ ଅଟେ ପାରଳାଖେମୁଣ୍ଡି । ପାରଳାଖେମୁଣ୍ଡିଠାରେ ଗଜପତି ରାଜବଂଶ ଦ୍ୱାରା ପ୍ରତିଷ୍ଠା ହୋଇଥିବା ପାଇକ ଆଖଡ଼ା ଗୁଡ଼ିକରେ ଅସ୍ତ୍ରଶସ୍ତ୍ର ପୂଜା କରାଯାଇଥାଏ ଆଜି ସମସ୍ତ ଅସ୍ତ୍ରଶସ୍ତ୍ରକୁ ପୂଜା କରାଯାଉଛି । ଅଷ୍ଟମୀ ଠାରୁ ତିନି ଦିନ ଧରି ଆଖଡା ପୂଜା ହୁଏ ।

ଆଜି ଶେଷ ଦିନରେ ମା’ ଦୁର୍ଗାଙ୍କୁ ପୂଜା କରି ଅସ୍ତ୍ରଶସ୍ତ୍ର ଆଖଡାରେ ରଖାଯାଏ । ତେଣୁ ପିଲାଠାରୁ ବୁଢ଼ାଯାଏ ସଭିଏଁ ଅସ୍ତ୍ରଶସ୍ତ୍ର କୌଶଳ ପ୍ରଦର୍ଶନ କରିଥିଲେ । ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା ।

author

Related Articles

Leave a Reply

Your email address will not be published. Required fields are marked *