ପାଳନ ହେବ ସାପର ଜନ୍ମଦିନ

ପାଳନ ହେବ ସାପର ଜନ୍ମଦିନ

ସାପର ନା ଶୁଣିଲେ ଡରଲାଗେ ଆଉ ସପ୍ତଫେଣୀ ସାପ କଥା ଶୁଣିଲେ ବେଶୀ ଡର ଲାଗେ । ବିଭିନ୍ନ ଗପ ଓ ପୁରାଣରୁ ଆମେ ସପ୍ତଫେଣୀ ସାପ ବିଷୟରେ ଶୁଣିଛେ ଏବଂ ଟିଭି ମାଧ୍ୟମରେ ଦେଖିଛେ । କିନ୍ତୁ ବାସ୍ତବରେ ଏହା କମ ଦେଖାଯାଇଥାଏ । ତେବେ ଆମେରିକାର ବନ୍ୟପ୍ରାଣୀ ବିଭାଗ ଦ୍ୱାରା ଉଦ୍ଧାର ହୋଇଥିବା ଏକ 2 ମୁଣ୍ଡିଆ ସାପକୁ 6 ବର୍ଷ ହେବାକୁ ଯାଉଛି । ଆସନ୍ତା 7 ତାରିଖରେ ଏହାର ଜନ୍ମଦିନ ପାଳନ କରାଯିବ । ଏହାର ନାମ ଟାଇଗର ଲିଲି ଏବଂ ପ୍ରଜାତି ୱେଷ୍ଟର୍ଣ୍ଣ ରାଟସ୍ନେକ । 2017ରେ ଷ୍ଟୋନ କାଉଣ୍ଟିର ନାମକ ଜଣଙ୍କ ଘରୁ ଉଦ୍ଧାର କରାଯାଇଥିଲା । ବିଶେଷଜ୍ଞଙ୍କ ମତରେ ଏହି ସାପର ଜନ୍ମ ଲକ୍ଷେରେ ଗୋଟିଏ । ପାଞ୍ଚ ଫୁଟ ଲମ୍ବ ଏହି ସାପର ଦୁଇଟି ମୁଣ୍ଡ ରହିଥିଲେ ହେଁ ଗୋଟିଏ ପାକସ୍ଥଳୀ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *