ପିଲାଙ୍କୁ ଚାପମୁକ୍ତ କରାଇବା ପାଇଁ ସରକାରଙ୍କ ପ୍ରୟାସ

ପିଲାଙ୍କୁ ଚାପମୁକ୍ତ କରାଇବା ପାଇଁ ସରକାରଙ୍କ ପ୍ରୟାସ

ଆଉ ଦିନ କେଇଟା ପରେ ଆରମ୍ଭ ହେବ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା । ପରୀକ୍ଷା ପୂର୍ବରୁ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଚାପମୁକ୍ତ କରିବା ପାଇଁ ଗଣଶିକ୍ଷା ବିଭାଗର ପ୍ରୟାସ । ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଟେଲିମାନସ’ ସେବା । ୧୪୪୧୬ ନମ୍ବର ଜାରି କରିଛି ବିଭାଗ । ପରୀକ୍ଷା ପ୍ରସ୍ତୁତି ସମୟରେ ପିଲାମାନେ ଚାପ ଓ ଚିନ୍ତାରେ ରହିଥାନ୍ତି । ଏ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ଚାପଗ୍ରସ୍ତ ଥିଲେ ଏହି ୧୪୪୧୬ ନମ୍ବରରେ ଫୋନ୍ କରି ମତାମତ ନେଇପାରିବେ ।

author

Related Articles

Leave a Reply

Your email address will not be published. Required fields are marked *