ପୁଣିଥରେ କେଜ୍ରିୱାଲଙ୍କୁ ସମନ

ପୁଣିଥରେ କେଜ୍ରିୱାଲଙ୍କୁ ସମନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣିଥରେ ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏହାକୁ ମିଶାଇ 4 ଥର ସମନ କରିସାରିଲାଣି ଇଡି । ପୂର୍ବରୁ ତିନି ଥର କେଜ୍ରିୱାଲଙ୍କୁ ସମନ କରାଯାଇଥିଲା ତା ସତ୍ତ୍ୱେ ବି ଇଡି କାର୍ଯ୍ୟାଳୟରେ ହାଜିର ହୋଇନଥିଲେ । ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା । ଦଳ କହିଥିଲା ଯେ, କେଜ୍ରିୱାଲଙ୍କୁ ଇଡିର ସମନ ବେଆଇନ୍ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି ।

author

Related Articles

Leave a Reply

Your email address will not be published. Required fields are marked *