ପୁଣିଥରେ ମନ୍ତ୍ରୀଙ୍କ ଘର ଆଗରେ ହୋ ହାଲ୍ଲା

ପୁଣିଥରେ ମନ୍ତ୍ରୀଙ୍କ ଘର ଆଗରେ ହୋ ହାଲ୍ଲା

ପୁଣି ଥରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର୍ ଆଗରେ ପଡ଼ିଲା ହୋ ହାଲ୍ଲା। AOVS ତରଫରୁ ଏକ ରାଲି ଆସି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ଘର ଆଗରେ ନାରାବାଜି ସହ ବିକ୍ଷଭ ପ୍ରଦେଶନ କରିଥିଲେ। ଏହା ସହ ହାଇଟେକ ହସ୍ପିଟାଲରେ ଘଟିଥିବା ଅଭାବନୀୟ କାଣ୍ଡ ବିରୋଧରେ ହସ୍ପିଟାଲର ଲାଇସେନ୍ସ ରଦ୍ଧ ଓ ମାଲିକ ତିରୁପତି ପାଣିଗ୍ରାହୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରଯାଇଥିଲା। ରାଜ୍ୟ ସରକାର ଓ ମାଲିକଙ୍କ ମଧୁ ଚନ୍ଦ୍ରିକା ପାଇଁ ଚାଲିଗଲା ତିନି ତିନିଟା ଜୀବନ। କିଏ ଦେବ ଅସହାୟ ପରିବାର କୁ ସହ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଯଥା ସମ୍ଭବ ପରିବାର ନ୍ୟାୟ ଦାବୀ କରିଛି ସଂଗଠନ।ଯଦି ଏହା ଉପରେ କିଛି ତଦନ୍ତ କରାନଯାଏ ତେବେ ଆଗମୀ ଦୀନରେ ସାରା ଓଡ଼ିଶାରେ ନିଆଁ ଲାଗିବ ବୋଲି ଚେତାବନି ଦେଇଛି aovs

author

Related Articles

Leave a Reply

Your email address will not be published. Required fields are marked *