ପୁଣିଥରେ ରାଷ୍ଟ୍ରପତି ହେବେ କି ପୁଟିନ ?

ପୁଣିଥରେ ରାଷ୍ଟ୍ରପତି ହେବେ କି ପୁଟିନ ?

ଋଷରେ ଚାଲିଛି ରାଷ୍ଟ୍ରପତି ନିର୍ବାଚନ । ନିର୍ବାଚନ ପାଇଁ ମତଦାନ ଜାରିରହିଛି । ଶନିବାର ମତଦାନର ଦ୍ୱିତୀୟ ଦିନ ରହିଥିଲା ଏବଂ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି ।  ଏହି ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରମୁଖ ପ୍ରାର୍ଥୀ ଅଟନ୍ତି ଏବଂ ପଞ୍ଚମ ଥର ଛଅ ବର୍ଷ କାର୍ୟ୍ୟକାଳ ପାଇଁ ପୁନଃ-ନିର୍ବାଚିତ ହେବେ ବୋଲି ଆଶା କରାଯାଉଛି ।  ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ତେଣୁ ପୁଟିନଙ୍କ ପୁନଃନିର୍ବାଚନରେ ଏହାର ଅଧିକ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି।

author

Related Articles

Leave a Reply

Your email address will not be published. Required fields are marked *