ପୁଣିଥରେ ସରକାର ଗଢିଲେ ପୁଟିନ

ପୁଣିଥରେ ସରକାର ଗଢିଲେ ପୁଟିନ

ଗତ ଦୁଇଦିନ ଧରି ଋଷରେ ଚାଲିଥିଲା ରାଷ୍ଟ୍ରପତି ନିର୍ବାଚନ । ପୁଣିଥରେ ଋଷର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଭ୍ଲାଦମିର ପୁଟିନ । ୮୮ ପ୍ରତିଶତ ଭୋଟ ସହ ପଂଚମ ଥର ପାଇଁ ସରକାର ଗଢିଛନ୍ତି ପୁଟିନ । ଜିତିବା ପରେ ଋଷ ଆହୁରୀ ଶକ୍ତିଶାଳୀ ହେବ ହେବ ବୋଲି କହିଛନ୍ତି ପୁଟିନ । କେଜିବି ଏଜେଟରୁ ରୁ ୧୯୯୯ରେ ଦେଶର ମଙ୍ଗ ଧରିଥିଲେ । ଏଥର ନିର୍ବାଚନରେ ବିଜୟୀ ହେବା ପରେ ପୁଟିନ ଋଷିଆର ସବୁଠୁ ଅଧିକ ସମୟ ଧରି ଶାସନରେ ରହିବା ତାଲିକା ଜୋସେଫ ଷ୍ଟାଲିନଙ୍କୁ ପଛରେ ପକାଇଦେଇଛନ୍ତି ପୁଟିନ ।

author

Related Articles

Leave a Reply

Your email address will not be published. Required fields are marked *