ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ପୁଣି ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ଲଗାତାର ପଞ୍ଚମ ଥର ପାଇଁ ଆରବିଆଇ ଏହା ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମୁଦ୍ରାସ୍ଫିତୀ ନିୟନ୍ତ୍ରଣ ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ଗତ ଫେବୃଆରୀରେ ଶେଷ ଥର ପାଇଁ ରେପୋ ରେଟ୍ ପରିବର୍ତ୍ତନ କରିଥିଲା ଆରବିଆଇ । ଫେବୃଆରୀରେ ୬.୫ ପ୍ରତିଶତ କୁ ବୃଦ୍ଧି କରାଯାଇଥିଲା । ଏହା ପରଠାରୁ ରେପୋ ରେଟ୍ ସ୍ଥିର ରହିଛି ।
ରେପୋ ରେଟରେ କୌଣସି ପରିବର୍ତ୍ତନ ନହେବା କାରଣରୁ ଘର ଏବଂ କାର ଲୋନ୍ ସମେତ ସମସ୍ତ ପ୍ରକାରର ଲୋନର ଋଗଓ ହ୍ରାସ ପାଇଁ ଅପେକ୍ଷା କରିଥିବା ଲୋକେ ନିରାଶ ହୋଇଛନ୍ତି। ପରବର୍ତ୍ତୀ ଲୋନର ଋଗଓ ହ୍ରାସ ପାଇଁ ସେମାନଙ୍କୁ ଫେବୃଆରୀ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

author

Related Articles

Leave a Reply

Your email address will not be published. Required fields are marked *