ପୁଣି ଖାଉଟିଙ୍କୁ ମହଙ୍ଗାମାଡ…

ପୁଣି ଖାଉଟିଙ୍କୁ ମହଙ୍ଗାମାଡ…

ଆସନ୍ତାକାଲି ନିର୍ବାଚନର ଫଳାଫଳ ବାହାରିବାକୁ ଯାଉଛି ଏହାପୂର୍ବରୁ ସାଧାରଣ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ଅମୁଲ ପରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପ୍ରତି 2ଟଙ୍କା ବୃଦ୍ଧି କରିଛି । ବିଭିନ୍ନ ସାମଗ୍ରୀ ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି ହୋଇଥିବା କମ୍ପାନୀ ପକ୍ଷରୁ କୁହାଯଇଛି । ୩ରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଛି । ବଜାରରେ ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି କରାଯାଇଛି । ଦିଲ୍ଲୀ ଏନସିଆରରେ ମଦର ଡାଏରୀର ଫୁଲ୍ କ୍ରିମ କ୍ଷୀରର ମୂଲ୍ୟ ଏବେ ଲିଟର ପିଛା ୬୮ ଟଙ୍କାରେ ପହଞ୍ଚିଛି । ଶେଷଥର ପାଇଁ ଫେବ୍ରୁଆରୀ ୨୦୨୩ରେ କ୍ଷୀରର ମୂଲ୍ୟ ବୃଦ୍ଧି କରିଥିଲା ମଦର ଡାଏରୀ ।

author

Related Articles

Leave a Reply

Your email address will not be published. Required fields are marked *