ପୁଣି ଗଣମାଧ୍ୟମ ଆଗରେ ସରକାରଙ୍କ କଥା କହିଲେ ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ପୁଣି ଗଣମାଧ୍ୟମ ଆଗରେ ସରକାରଙ୍କ କଥା କହିଲେ ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଦର୍ଶକ ବନ୍ଧୁ ଆମେ କହୁଛୁ ରୋକ୍ ଠୋକ୍ ଗଣମାଧ୍ୟମ ଆଗରେ ସରକାରଙ୍କ ଗୁମର ଖୋଲୁଥିବା ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ କଥା। ବିଗତ ଦିନରେ ନିଜ ଜିଲ୍ଲାର ଉଦଘାଟନି ସଭାରେ ଜନ ପ୍ରତିନିଧି ଭାବେ ନିମନ୍ତ୍ରଣ ନକରିବା ଘଟଣାରେ 5ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ରୋକ୍ ଠକ୍ ପ୍ରଶ୍ନ କରିଥିବାବେଳେ ପ୍ରଦୀପ ପାଣିଗ୍ରାହୀଙ୍କ ସପକ୍ଷରେ ରହିଥିଲେ ହଜାର ହଜାର ଜନତା। ଆଉ ଏବେ ପୁଣି ଥରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଗୋପାଳପୁର ବିଧୟାକ ପ୍ରଦୀପ ପାଣିଗ୍ରାହୀ ମଧ୍ଯ ସାମିଲ୍ ହୋଇଥିଲେ। ଆଉ ନିଯେ ପୁଣି ଥରେ ଗଣମାଧ୍ୟମ ଆଗରେ ସରକାରଂକ କଥା କହିଛନ୍ତି ଯେ ବିଜେଡିର ବରିଷ୍ଠ ନେତା, ନବୀନ ସରକାରଙ୍କର ମନ୍ତ୍ରୀ ଓ ଅଧିକାରୀଙ୍କ ନାଁରେ ଅଭିଯୋଗ ରହିଛି । ପ୍ରକୃତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ବିରୋଧୀ ।

ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ଯେପରି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା ଦେଇଥିଲେ ସେହିପରି ମନ୍ୟବର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ଯ ଇସ୍ତପା ଦେଇଦେବା କଥା।ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। କେବଳ ସେତିକି ନୁହେଁ
ନବୀନଙ୍କ ପାଖରେ ଥିବା ଲୋକଙ୍କ ଦେହରେ ହାତ ମରିଦେବ ସେ ମଇଳା । ସେ କଣ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିବେ କି ? ନବୀନ ବାବୁ କଣ ଏତେ ପବିତ୍ର ? ନା ମୁଖ୍ୟମନ୍ତ୍ରୀ ବି ଜଣେ ଜନ ବିରୋଧୀ ସେ ବି ଇସ୍ତଫା ଦିଅନ୍ତୁ। ତେବେ ଏହାରି ଭିତରେ ପ୍ରଶ୍ନ ଉଠୁଛି ସଚିବ ଙ୍କ ପାଇଁ ସବୁ କିଛି କାହିଁକି କି ଯାଦୁ ଜାଣିଛନ୍ତି ତାମିଲ ସାର। 2024ରେ ହେବ କି ପ୍ରଦୀପ କହିଲା ପରୀ ପରିଵର୍ତନ ତାହା ଦେଖିବାକୁ ବାକି ରହିଲା।

author

Related Articles

Leave a Reply

Your email address will not be published. Required fields are marked *