ପୁଣି ଦେଶକୁ ଗର୍ବିତ କଲେ ଦୀପିକା

ପୁଣିଥରେ ଅଭିନେତ୍ରୀ ଦେଶକୁ ଗର୍ବ କରିବାର ମୌକା ଦେଇଛନ୍ତି । କଥା ହେଲା ଦୀପିକା ପାଦୁକୋନ ଓସ୍କାର ୨୦୨୩ରେ ପ୍ରେଜେଣ୍ଟର ଭାବେ ନଜର ଆସିବେ । ଗୁରୁବାର ରାତିରେ ଦୀପିକା ଇନଷ୍ଟାଗ୍ରାମରେ ସମସ୍ତ ପ୍ରେଜେଣ୍ଟରଙ୍କ ନାମ ସହ ଏକ ପୋଷ୍ଟ ଶେୟାର କରିଛନ୍ତି ।ବଲିଉଡ ନାୟିକା ଦୀପିକା ପାଦୁକୋନ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି ଦେଇ ଦର୍ଶକଙ୍କ ମନ କିଣିଥିବା ବେଳେ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ବି ଦେଶକୁ ପ୍ରାଉଡ ଫିଲ କରାଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *