ପୁଣି ଫେରିବ ବର୍ଷା

ପୁଣି ଫେରିବ ବର୍ଷା


ରାଜ୍ୟରେ ପୁଣି ବର୍ଷା ହେବାର ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ଆକଳନ କରାଯାଇଛି ।ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ । ପ୍ରଭାବରେ ୩ଦିନ ରାଜ୍ୟରେ ବର୍ଷା ଆକଳନ କରାଯାଇଛି । ୧୮ରୁ ୨୦ ତାରିଖ ଯାଏଁ ବର୍ଷା ପୂର୍ବାନୁମାନ କରାଯାଇଛି । ଘୂର୍ଣ୍ଣଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା । ୧୮ ତାରିଖରେ ୧୧ଜିଲ୍ଲାରେ ବର୍ଷା ଆକଳନ କରାଯାଇଛି । ୧୯ ତାରିଖରେ ୮ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଥିବା ବେଳେ ୨୦ ତାରିଖରେ ୭ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *