ପୁଣି ବଢିବ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ସମ୍ଭାବନାପୁଣି ବଢିବ ତାପମାତ୍ରା….

ପୁଣି ବଢିବ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ସମ୍ଭାବନାପୁଣି ବଢିବ ତାପମାତ୍ରା….

ଉପରମୁହାଁ ହେବ ପାରଦ । ଫେରିବ ଗରମ ଓ ଗୁଳୁଗୁଳି । କାଳବୈଶାଖୀର ପ୍ରଭାବର ଗତ କିଛି ଦିନ ହେବ ତାତିରୁ ନିସ୍ତାର ମିଳିଥିବା ବେଳେ ପୁଣି ତାତି ଫେରିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମ ପ୍ରବାହ ବଢିବା ସହ ସମସ୍ତ ସହରରେ ପାରଦ ୩ରୁ ୪ଡିଗ୍ରୀ ବଢିପାରେ ।ଓଡିଶାର କିଛି ଜାଗାରେ ପାରଦ ୪୦ ଡିଗ୍ରୀ ଛୁଇଁବା ନେଇ ପାଣି ପାଗ ବିଭାଗ ଆକଳନ କରିଛି । ୧୩ ତାରିଖ ପରଠୁ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିବା ସହ ଏହାର ପ୍ରଭାବରେ ତାପମାତ୍ରା ବଢିବ ।

ସମ୍ବଲପୁର ,ଅନୁଗୁଳ ,ଢେଙ୍କାନାଳ ,ଚାନ୍ଦବାଲି, ବାଲେଶ୍ୱର,ବାରିପଦାରେ ତାପମାତ୍ରୀ ୩୯ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *