ପୁଣି ମୈଦାନକୁ ଓହ୍ଲାଇଲେ ସନାତନ ମହାକୁଡ

ପୁଣି ମୈଦାନକୁ ଓହ୍ଲାଇଲେ ସନାତନ ମହାକୁଡ

ପୁଣି ମୈଦାନକୁ ଓହ୍ଲାଇବେ ଚମ୍ପୁଆର ହେଭିୱେଟ ନେତା ସନାତନ ମହାକୁଡ । କିଛି ମାସ ହେବ ସନାତନ କେଉଁ ଦଳକୁ ଯିବେ , କାହାକୁ ସପୋର୍ଟ କରିବେ ତାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା । ଶେଷରେ ଆଜି ବିଜେଡିର ପ୍ରକାଶ ପାଇଥିବା ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ସନାତନଙ୍କ ନାଁ ଘୋଷଣା କରାଯାଇଛି । ସେ ପୁଣି ଥରେ ଚମ୍ପୁଆରୁ ବିଧାୟକ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି । ତେବେ ଦେଖାଯାଉ ସନାତନ ମହାକୁଡ ଏଥର ଚମ୍ପୁଆରେ ବିଜେଡିର ବିଜୟ ପତାକା ଉଡାଇ ପାରୁଛନ୍ତି ନା ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *