ଏସିଆନ ଗେମ୍ସରେ ଜାଭଲିନ ଥ୍ରୋ କରି ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ବିଜେତା କିଶୋର ଜେନାଙ୍କୁ ପୁରୀରେ ଭବ୍ୟ ସ୍ୱାଗତ କରାଯାଇଛି । ଜାଭଲିନ ଥ୍ରୋ କରି ରୌପ୍ୟ ପଦକ ହାସଲ କରିଛନ୍ତି କିଶୋର । ଆଜି ବ୍ରହ୍ମଗିରି ସ୍ଥିତି କୋଠସାହି ଯିବେ କିଶୋର ଜେନା । ତେଣୁ ପ୍ରଥମେ ପୁରୀ ଯାଇ ଆର୍ଶୀବାଦ ନେଇଛନ୍ତି । ପୁରୀର ମଙ୍ଗଳହାଟରେ ପହଞ୍ଚିବା ପରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କିଶୋର ଜେନାଙ୍କୁ ସ୍ୱାଗତ କରିଥିଲେ ଏବଂ ଅନେକ ଯୁବକ କିଶୋର ଜେନାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପୁଣି ବଦଳିଲା ବିଜେଡିର ରଣନୀତି
- September 28, 2024