ପୂର୍ବତନ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ଘରେ ଚୋରି ଘଟଣା । ଚୋରି ପରେ ସେ ଥାନାରେ ଏତଲା ଦେଇଛନ୍ତି ସୌରଭ । ତାଙ୍କ ଘରୁ ଏକ ମୋବାଇଲ ଫୋନ ଚୋରି ହୋଇଛି ଯାହାର ମୂଲ୍ୟ 1 ଲକ୍ଷ ଟଙ୍କାରୁ ଅଧିକ । ଏଥିରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେମିତି କି ଫୋନ ନମ୍ବର, ଆକାଉଣ୍ଟ ଡିଟେଲ ଓ ବ୍ୟକ୍ତିଗତ ତଥ୍ୟ ବି ରହିଛି । ଜାନୁୟାରୀ 19 ତାରିଖରେ ତାଙ୍କ ଘରେ ଯେଉଁ ସମୟରେ ରଙ୍ଗ କାମ ଚାଲିଥିଲା ସେତେବେଳେ ଚୋରି ହୋଇଥିବା ସୂଚନା ମିଳିଛି । ମୋବାଇଲ ନମିଳିବା ପରେ ସେ ପୋଲିସ ଷ୍ଟେସନରେ ଏଫଏଆର ଦେଇଥିଲେ । ଏଫଆଇଆରରେ ଘଟଣା ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରାଯାଇଛି ।
You can share this post!
author
Related Articles
ନ୍ୟାୟ ପାଇବେ ତ ହ୍ୟୁମାନ
- January 13, 2026
ପୀତବାସ ମର୍ଡର ମିଷ୍ଟ୍ରି
- October 13, 2025
