ପୂର୍ବତନ ବିଧାୟକଙ୍କ ପେନସନ ଓ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ-କମିଟି

ପୂର୍ବତନ ବିଧାୟକଙ୍କ ପେନସନ ଓ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ-କମିଟି

ଭୁବନେଶ୍ୱର:

ଭୁବନେଶ୍ୱର: ସଂସଦୀୟ ବ୍ୟାପାର ବିଘଂ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି | ପୂର୍ବତନ ବିଧାୟକଙ୍କ ପେନସନ ଓ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗଠନ ହେଲା କ୍ୟାବିନେଟ୍ ସବ-କମିଟି | ଏହି ସବ କମିଟିରେ ଅର୍ଥ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ସଦସ୍ୟ ଅଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *