ପୃଥିବୀର ଗୋଟିଏ ବର୍ଷ ବୁଧରେ ୧୬୫ବର୍ଷ

ପୃଥିବୀର ଗୋଟିଏ ବର୍ଷ ବୁଧରେ ୧୬୫ବର୍ଷ


ଗ୍ରହ ନକ୍ଷତ୍ର ଭରା ଆମ ମହାକାଶରେ ରହିଛି ଅନେକ ରହସ୍ୟ । ସୂର୍ଯ୍ୟଙ୍କର ପାଖାପାଖି ଥିବା ବୁଧ, ଶୁକ୍ର, ପୃଥିବୀ ,ମଙ୍ଗଳ ଆଦିରେ ରହିଛି ଅନେକ ଦୂରତା । ଏହି ଦୂରତା ଭିତରେ ସମୟସୀମାର ମଧ୍ୟ ପାର୍ଥକ୍ୟ ଦେଖିବାକୁ ମିଳେ । ପ୍ରଥିବୀର ଗୋଟିଏ ବର୍ଷ ସେଠି ୧୬୫ବର୍ଷ । ସେହିପରି ପୃଥିବୀର ୧ଟି ଦିନ ସେଠି ୫୮ଦିନ ସହ ସମାନ । ଆମେ କହୁଛି ସୂର୍ଯ୍ୟଙ୍କ ପାଖରେ ଥିବା ବୁଧ ଗ୍ରହ କଥା । ପୃଥିବୀର ୧ଘଣ୍ଟା ବୁଧରେ ୬୭୨ଘଣ୍ଟା ସହ ସମାନ । ଗ୍ରହ ମାନଙ୍କ ଭିତରେ ବୁଧ ମହାକାଶର ସବୁଠାରୁ କ୍ଷୁଦ୍ରତମ ଓ ସୂର୍ଯ୍ୟଙ୍କ ନିକଟତର ଗ୍ରହ । ସୂର୍ଯ୍ୟଙ୍କର ଉତାପ ଅଧିକ ଥିବାରୁ ବୁଧ ଗ୍ରହର ପରିକ୍ରମଣ ବେଶି ଥାଏ । ତେବେ ବୁଧ ସୂର୍ଯ୍ୟର ୧ଟିଏ ପରିକ୍ରମା କରିବା ପାଇଁ ୮୮ଦିନ ସମୟ ନେଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *